ଜଣଙ୍କୁ ନିଜ ଆଡ଼କୁ ଆକର୍ଷିତ କିପରି କରିବେ।

Share

ସାଙ୍ଗମାନେ କଣ ଆପଣ ଚାହୁଁଛନ୍ତି କାହା ସାଙ୍ଗରେ କଥା ବାର୍ତ୍ତା ହେବାପାଇଁ କିନ୍ତୁ ଆପଣ ସାହାସ କରି ପାରୁନାହାନ୍ତି, କି ଭାବୁଛନ୍ତି କି ଯଦି ସେ ମୋ ସହିତ କଥା ନ ହୁଏ, କି ଡରୁଛନ୍ତି ଯଦି ସେ ଆପଣଙ୍କୁ ignore କରିବ ବୋଲି। ଏମିତି ପରିସ୍ଥିତି ସମସ୍ତଙ୍କ life ରେ ଆସିଥାଏ। ସମସ୍ତେ କେବେନା କେବେ ଏଭଳି ପରିସ୍ଥିତି ର ସାମ୍ନା ନିଶ୍ଚୟ କହିଥିବେ। ତେବେ ସେ କୌଣସି ପୁଅ ଝିଅ ସାଙ୍ଗରେ କଥା ବାର୍ତ୍ତା ହେବାକୁ ହେଉ  ବା ଝିଅ ପୁଅ ସାଙ୍ଗରେ କଥା ବାର୍ତ୍ତା ହେବାକୁ ହେଉ କିମ୍ବା କୌଣସି ନୂଆ ଜାଗାରେ ନୂଆ ଲୋକଙ୍କ ସହିତ ବନ୍ଧୁତା କରିବା ସମୟରେ ହେଉ। ଆଜି ମୁଁ ଆପଣଙ୍କୁ ଏଭଳି treak କହିବି ଯାହା ଦ୍ଵାର ଲୋକମାନେ ଆପଣଙ୍କ ଆଡ଼କୁ ଆକର୍ଷିତ ହେବେ, ବନ୍ଧୁତା କରିବାର ପ୍ରଥମ କବାଟ ସହଜରେ ଖୋଲିଯିବ।

ସାଙ୍ଗମାନେ ଯଦି ଆପଣ କାହା ସହିତ ବନ୍ଧୁତାର ପ୍ରଥମ ପାହାଚ ଚଢିବା ପାଇଁ ଚାହୁଁଛନ୍ତି ତେବେ ଆପଣ ତାଙ୍କ ପାଖକୁ ଯାଇ ତାଙ୍କ ଠାରୁ ସାହାଯ୍ୟ ମାଗନ୍ତୁ। ସାହାଯ୍ୟ ମାନେ କୌଣସି ଟଙ୍କା ବା କୌଣସି ଜିନିଷର ସାହାଯ୍ୟ ନୁହେଁ, ଆପଣ  ତାଙ୍କୁ ଆପଣଙ୍କ suggestion ବା ମତ ର ସାହାଯ୍ୟ ମାଗନ୍ତୁ। ଉଦାହରଣ ସ୍ୱରୂପ ଯଦି ଆପଣ ଜଣେ student ତେବେ ପାଠ ବିଷୟରେ କିଛି ମତ ମାଗି ପାରିବେ, କିମ୍ବା ଯଦି ଆପଣ ଜଣେ ସହ କର୍ମୀ ତେବେ ଆପଣଙ୍କ କାମ ସମ୍ବଧୀୟ କିଛି ପଚାରି ପାରିବେ। କିନ୍ତୁ ଏମିତି ବିଷୟରେ ପଚାରିବେ ଯେ ଯେଉଁଥିରେ ତାଙ୍କର କିଛି ଜ୍ଞାନ ଥିବା ଏବଂ ସେ ଆପଣଙ୍କୁ କିଛି suggestion ବା ମତ ଦେଇ ପାରିବେ।

କାରଣ ଆପଣ ତାଙ୍କୁ suggestion ମାଗିବା ଦ୍ଵାରା ଆପଣ professionally ଉଭୟଙ୍କ ସାମ୍ନାକୁ ଆସିଲ।  ଆଉ ଆମ ମଣିଷର nature ଯେ ଯଦି ଆମକୁ କିଏ କୌଣସି କାର୍ଯ୍ୟରେ କିଛି ମତ ଦେବାପାଇଁ ଅନୁରୋଧ କରେ ତେବେ ଆମେ ନିଜକୁ ଗର୍ବିତ ହେଇ ଉଠୁ। ଆମ ମନରେ ଏହି ଭାବ ଜାଗ୍ରତ ହୋଇ ଉଠେ ଯେ ମୁଁ ସେତେ ଦକ୍ଷ ଯେ ସେମତେ ମତ ଦେବା ପାଇଁ ଅନୁରୋଧ କଲା। ସେ ସମୟରେ ସେ ନିଜକୁ ବେଶୀ ଜ୍ଞାନୀ ପରି ଅନୁଭବ କରିଥାଉ। ଆଉ ଭିତରେ ଭିତରେ ଖୁସି ମଧ୍ୟ ହୋଇଥାଏ। ଆଉ ସେଥିପାଇଁ ସେ ତାଙ୍କ suggestion ଦେବା ସମୟରେ ବେଶ୍ ମନ ଧ୍ୟାନ ଦେଇ ଆପଣଙ୍କୁ ବୁଝେଇବା ରେ ଲଗାଇଦେବେ। ଏହି ପରି ତାଙ୍କ ସମସ୍ତ ଧ୍ୟାନ ଆପଣଙ୍କ ଉପରେ ରହିଥାଏ। ଏବଂ ଏହା ପରେ ଆପଣ ଧୀରେ ଧୀରେ ନିକଟତର ହେବାକୁ ଲଗିବେ। କିନ୍ତୁ ଧ୍ୟାନ ରଖିବେ ଅଧିକ question କରିବେ ନାହିଁ। କାରଣ ଅଧିକ ପ୍ରଶ୍ନ କରିବା ଦ୍ଵାର ସାମ୍ନା ବାଲା ବିରକ୍ତ ମଧ୍ୟ ହୋଇ ପରେ।

ତେବେ tips ଟି ଭଲ ଲାଗୁଥିଲେ ଆମକୁ facebook ଏବଂ Instagram ରେ like ଏବଂ follow ନିଶ୍ଚୟ କରିବେ।

 


Share
  •  
  •  
  •  
  •  
  •  
  •  
  •  
  •  

Leave a Comment

Your email address will not be published. Required fields are marked *