ଜଣଙ୍କୁ ନିଜ ଆଡ଼କୁ ଆକର୍ଷିତ କିପରି କରିବେ।

ସାଙ୍ଗମାନେ କଣ ଆପଣ ଚାହୁଁଛନ୍ତି କାହା ସାଙ୍ଗରେ କଥା ବାର୍ତ୍ତା ହେବାପାଇଁ କିନ୍ତୁ ଆପଣ ସାହାସ କରି ପାରୁନାହାନ୍ତି, କି ଭାବୁଛନ୍ତି କି ଯଦି ସେ ମୋ ସହିତ କଥା ନ ହୁଏ, କି ଡରୁଛନ୍ତି ଯଦି ସେ ଆପଣଙ୍କୁ ignore କରିବ ବୋଲି। ଏମିତି ପରିସ୍ଥିତି ସମସ୍ତଙ୍କ life ରେ ଆସିଥାଏ। ସମସ୍ତେ କେବେନା କେବେ ଏଭଳି ପରିସ୍ଥିତି ର ସାମ୍ନା ନିଶ୍ଚୟ କହିଥିବେ। ତେବେ ସେ କୌଣସି ପୁଅ ଝିଅ ସାଙ୍ଗରେ କଥା ବାର୍ତ୍ତା …

ଜଣଙ୍କୁ ନିଜ ଆଡ଼କୁ ଆକର୍ଷିତ କିପରି କରିବେ। Read More »